Advertisment

ଆର୍ମି ପୋଷାକରେ ପାଇଲଟ୍ ସ୍ବାମୀଙ୍କୁ ବିଦାୟ

ହାତରେ ଫଟୋ ସ୍ୱାମୀଙ୍କ ଫଟୋ, ଆଉ ଶରୀରରେ ସେନା ପୋଷାକ। କେତେବେଳେ ସିଏ ସ୍ୱାମୀଙ୍କ ମରଶରୀରକୁ ଧରି କାନ୍ଦୁଛନ୍ତି ତ କେତେବେଳେ ହାତ ଯୋଡି ଭଗବାନଙ୍କ ପାଖରେ ତାଙ୍କ ଆତ୍ମାର ସଦଗଦି ପାଇଁ ପ୍ରାର୍ଥନା କରୁଛନ୍ତି। ପାଇଲଟ୍ ସ୍ୱାମୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି କର୍ଣ୍ଣେଲ ପତ୍ନୀ ।

author-image
Sujit kumar Swain

Pilots
Advertisment
Advertisment