Advertisment

ମୋଦିଙ୍କ ସହ କଥା ହେଲେ ପୁଟିନ୍

ପହଲଗାମ ଆତଙ୍କୀ ଘଟଣାକୁ ନିନ୍ଦା କଲେ ଋଷ ରାଷ୍ଟ୍ରପତି ପୁଟିନ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଋଷ ରାଷ୍ଟ୍ରପତି ପୁଟିନ୍ କଥାବାର୍ତ୍ତା ହୋଇଛନ୍ତି।

author-image
Santosh Kumar Sahoo

ପହଲଗାମ ଆତଙ୍କୀ ଘଟଣାକୁ ନିନ୍ଦା କଲେ ଋଷ ରାଷ୍ଟ୍ରପତି ପୁଟିନ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଋଷ ରାଷ୍ଟ୍ରପତି ପୁଟିନ୍ କଥାବାର୍ତ୍ତା ହୋଇଛନ୍ତି। ଆତଙ୍କୀ
ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ ସେ ଗଭୀର ସମବେଦନା ଜଣାଇଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ପୁଟିନ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପୁଟିନ ଜୋର ଦେଇ କହିଛନ୍ତି ଯେ ଏହି ଜଘନ୍ୟ ଆକ୍ରମଣର ଦୋଷୀ ଏବଂ ତାଙ୍କ ସମର୍ଥକମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବା ଦରକାର ।

Advertisment
Narendra Modi Vladimir Putin Pahalgam Terrorist Attack
Advertisment
Advertisment