ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ବନ୍ଦେ ଭାରତ ସ୍ଲିପର୍ ଟ୍ରେନର ନିର୍ମାଣ କାମ ଜୋରସୋରରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବାଙ୍ଗାଲୋରରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି ।
Published By: Santosh Kumar Sahoo
Last updated: 16 June 2024, 05:34 PM IST
ତିନି ଦିନ ପୂର୍ବେ ମୁମ୍ବାଇରେ ଏକ ଆଇସକ୍ରିମ ଭିତରୁ କଟା ଆଙ୍ଗୁଠି ମିଳିବା ପରେ ଏବେ ନୋଏଡାର ଏକ ଆଇସ୍କ୍ରିମ ଭିତରେ ବିଛା ବାହାରିଥିବା ଦେଖିବାକୁ ମିଳିଛି ।