ପ୍ରେମିକ ଘରେ ପଶିଥିଲା, ସ୍ବାମୀ ନାକ କାଟିଦେଲା
ସ୍ତ୍ରୀ ପାଲଟିଲା ସୁର୍ପଣଖା । ସ୍ବାମୀ ସାଜିଲା ଲକ୍ଷ୍ମଣ । ଅନ୍ଧାର ରାତିରେ ପତ୍ନୀର କଟାଗଲା ନାକ । ପ୍ରେମିକ ସହ ଅଧରାତିରେ ଦେଖା କରୁଥିଲା ସ୍ତ୍ରୀ । ଦୁଇ ଦୁଇଟା ପିଲା ଥାଇ ବି ସବୁ ଦିନ ସ୍ୱାମୀର ନଜର ଆଢୁଆଳରେ ପରପୁରୁଷ ସହ ପତ୍ନୀ ରଖୁଥିଲା ପ୍ରେମ ସମ୍ପର୍କ । ଏ କଥା ଜାଣିବା ପରେ ରାତିରେ ଛକି ବସିଥିଲା ସ୍ବାମୀ । ପ୍ରେମିକ ସହ ସ୍ତ୍ରୀ ଦେଖାକରିବାକୁ ଯିବାବେଳେ ତା’ ପଛେ ପଛେ ସ୍ୱାମୀ ଯାଇଥିଲା । ଆଉ ତା’ ପରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ । ପରେ ଖୁବ୍ ଜୋରରେ ରାଗିଯାଇ ରାମ ଖିଲାୱାନ ତାଙ୍କ ସ୍ତ୍ରୀଙ୍କ ନାକ କାଟି ଦେଇଥିଲେ । ମହିଳାଙ୍କ ଚିତ୍କାର ଶୁଣି ପାଖରେ ଉପସ୍ଥିତ ଲୋକମାନେ ଏବଂ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇବା ସହ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)