Advertisment

ଭାରତ ସହ ବେଇମାନୀ କରିବାରୁ ‘ବୟକଟ୍ ତୁର୍କୀ’ ଅଭିଯାନ ଜୋର୍

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ସହ ବେଇମାନୀ କରି ଭାରତୀୟଙ୍କ ଆକ୍ରୋଶରେ ତୁର୍କୀ । ଶତ୍ରୁଦେଶକୁ ସହାୟତା, ଆଉ ଅସମୟରେ ସାହାଯ୍ୟ ପାଇ ଭୁଲି ଯାଇଥିବା ତୁର୍କୀକୁ ଭାରତର କଡ଼ା ଜବାବ ।

author-image
Santosh Kumar Sahoo

ପାକିସ୍ତାନ ସହ ଲଢ଼େଇ ବେଳେ ଶତ୍ରୁ ଦେଶକୁ ସାହାଯ୍ୟ କରି ଦେଶବାସୀଙ୍କ ଆକ୍ରୋଶରେ ଶିକାର ହୋଇଛି ତୁର୍କି । ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ଶତ୍ରୁକୁ ଅସ୍ତ୍ରଶସ୍ତ୍ର ଏବଂ ସାଜ ସରଞ୍ଜାମ ଯୋଗାଇ ଦେଇ, ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ରାଷ୍ଟ୍ର ବିରୋଧରେ ଆରମ୍ଭ ହୋଇଛି ବୟକଟ୍ ଅଭିଯାନ । ଏ ଅଭିଯାନ କେବେଳ କୁଟନୈତିକ କି ରାଜନୈତିକ ସ୍ତରରେ ନୁହେଁ, ବରଂ ବାଣିଜ୍ୟଠୁ ଆରମ୍ଭ କରି ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ସାଧାରଣ ସ୍ତରରେ ପହଞ୍ଚିଛି ।

Advertisment
India Pakistan Turkey Operation Sindoor
Advertisment
Advertisment