Advertisment

ମହଙ୍ଗା ହେଲା ଟ୍ରେନ ଟିକେଟ୍, ବଢ଼ିଲା ଯାତ୍ରା ଭଡ଼ା

ମହଙ୍ଗା ହେଲା ଟ୍ରେନ ଟିକେଟ୍। ଭାରତୀୟ ରେଳବବାଇ ବଢ଼ାଇଲା ଟିକେଟ୍ ଦର ୫୦୦ କିମିରୁ ଅଧିକ ଯାତ୍ରା ପାଇଁ ଭଡା ବୃଦ୍ଧି । ଜାଣନ୍ତୁ କେତେ ?

author-image
Namita Biswal
ଅଦ୍ୟତନ ହୋଇଛି

ଜୁଲାଇ ପହିଲାରୁ ବଢ଼ିବାକୁ ଯାଉଛି ରେଳଭଡ଼ା । AC ବଗିରେ କିଲୋମିଟର ପିଛା ଦୁଇ ପଇସା ଏବଂ NON AC ବଗି ପାଇଁ ୧ ପଇସା ବଢ଼ାଇବାକୁ ରେଳ ବିଭାଗ ପ୍ରସ୍ତୁତ ହେଉଛି । ଦୀର୍ଘ ବର୍ଷ ପରେ ରେଲୱେ ପ୍ରଥମ ଥର ପାଇଁ ଯାତ୍ରୀ ଭଡ଼ାରେ ଏହି ବୃଦ୍ଧି ଘୋଷଣା କରିବାକୁ ଯାଉଛି । ତେବେ ଲୋକାଲ ଟ୍ରେନ୍ ଏବଂ ସେକେଣ୍ଡ କ୍ଲାସ୍ ବଗିରେ ୫୦୦ କିଲୋମିଟର ଯାତ୍ରା ଯାଏଁ କୌଣସି ଯାତ୍ରୀଭଡ଼ା ବୃଦ୍ଧି ହେବନି ।  

Advertisment
Hike In Train Fare
Advertisment
Advertisment