Advertisment

ଦେଖୁଥିଲେ ପାଣି, ଟାଣି ନେଲା ଯମ

କିଏ ସେଲ୍ଫି ନେଉଥିଲା ତ ଆଉ କିଏ ରିଲ୍ସ ଭିଡିଓ କରିବାରେ ଥିଲେ ବ୍ୟସ୍ତ। ସେହିପରି ଆଉ କିଏ ମଜି ଯାଇଥିଲେ କଥାବାର୍ତ୍ତାରେ। ଠିକ୍‌ ଏତିକି ବେଳେ ହଠାତ୍‌ ଶୁଭିଥିଲା ଚିତ୍କାର ଆଉ କାନ୍ଦ ବୋବାଳି।

author-image
Santosh Kumar Sahoo

ଉପରେ ଫଟୋ ଉଠାଇଥିଲେ ପର୍ଯ୍ୟଟକ। ତଳେ ରୁଦ୍ର ରୂପ ଦେଖାଉଥିଲା ନଦୀ। ପୋଲ ଉପରେ ଚଢ଼ିଥିଲେ ଜଣକ ପରେ ଜଣେ। କିଏ ସେଲ୍ଫି ନେଉଥିଲା ତ ଆଉ କିଏ ରିଲ୍ସ ଭିଡିଓ କରିବାରେ ଥିଲେ ବ୍ୟସ୍ତ। ସେହିପରି ଆଉ କିଏ ମଜି ଯାଇଥିଲେ କଥାବାର୍ତ୍ତାରେ। ଠିକ୍‌ ଏତିକି ବେଳେ ହଠାତ୍‌ ଶୁଭିଥିଲା ଚିତ୍କାର ଆଉ କାନ୍ଦ ବୋବାଳି। ଦେଖୁ ଦେଖୁ ଭୁଶୁଡି ପଡିଥିଲା ପୋଲ।

Advertisment
Pune Bridge Collapse
Advertisment
Advertisment