Advertisment

ବିଛା ମନ୍ତ୍ର ନ ଜାଣି, ସାପ ଗାତରେ ହାତ ମାରିବାର ଫଳ ଭୋଗୁଛି ପାକିସ୍ତାନ

ପାକିସ୍ତାନ ଡ୍ରୋନ ଓ ମିସାଇଲକୁ ଚକମା ଦେଇ ପରାକ୍ରମ ଦେଖାଇଛନ୍ତି ଭାରତୀୟ ସେନାର ଏହି ୫ ହିରୋ।

author-image
Santosh Kumar Sahoo

ବିଛା ମନ୍ତ୍ର ନ ଜାଣି, ସାପ ଗାତରେ ହାତ ମାରିବାର ଫଳ ଭୋଗୁଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ଭାରତର ନିରୀହ ଲୋକଙ୍କୁ ଟାର୍ଗେଟ କରି ପାକିସ୍ତାନ ଯେଉଁ ଦୁଃସାହସ କରିଛି, ତାର କଡ଼ା ଗଣ୍ଡା ହିସାବ ନେଉଛି ଭାରତୀୟ ସେନା। ପାକିସ୍ତାନର ମିସାଇଲ, ଡ୍ରୋନ୍ ଓ ଯୁଦ୍ଧ ବିମାନକୁ ଆକାଶରେ କାଟି ଫିଙ୍ଗି ଦେଇଛି ସେନାର ୫ ହିରୋ। ସାଧାରଣ ଲୋକଙ୍କୁ ଟାର୍ଗେଟ କରି ପାକିସ୍ତାନ ଯେତେବେଳେ JF-17 ଏବଂ F-16 ଆଟାକ୍ କରିଥିଲା, ସେନାର ପରାକ୍ରମୀ ଯୁଦ୍ଧାସ୍ତ୍ର ଏସବୁ ମୁହଁତୋଡ ଜବାବ ଦେଇଛି। ତେବେ କେଉଁ ୫ ଯୁଦ୍ଧାସ୍ତ୍ର ସେନାକୁ ଶକ୍ତିଶାଳୀ କରିବାରେ ହିରୋ ସାଜିଛନ୍ତି, ନଜର ପକାଇବା…

Advertisment
India Pakistan
Advertisment
Advertisment