ଆତଙ୍କୀ କରିଥିଲେ ରେକି
ପହଲଗାମ ହମଲା ନେଇ ଆସିଛି ଚାଞ୍ଚଲ୍ୟକର ଖୁଲାସା। ହମଲା ପୂର୍ବରୁ ପହଲଗାମ ବୁଲିଥିଲେ ଆତଙ୍କବାଦୀ। ୨ ଦିନ ପୂର୍ବରୁ ଆସି ପକାଇଥିଲେ ଡେରା। କେଉଁଠି ଲୁଚିବେ, କେମିତି ଆକ୍ରମଣ କରିବେ, ଏ ସବୁର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ ଲଶ୍କର-ଏ-ତୋଏବାର ଆତଙ୍କୀ। କେବଳ ବୈସରନ୍ ଘାଟି ନୁହେଁ ଅନ୍ୟ ତିନୋଟି ଲୋକେସନ ବି ସେମାନଙ୍କ ଟାର୍ଗେଟରେ ରହିଥିଲା। ସେସବୁ ସ୍ଥାନରେ ଲସ୍କର ଆତଙ୍କୀ ରେକି କରିଥିବା ଖୁଲାସା ହୋଇଛି। ଏନେଇ ଭାରତୀୟ ସେନାଙ୍କୁ ସହାୟତା କରୁଥିବା କାଶ୍ମୀରର କିଛି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)