Advertisment

Pahalgam Terrorist Attack: ମୋ ସ୍ୱାମୀକୁ ମାରିଲ ମୋତେ ବି ମାରିଦିଅ

ଆଖି ଆଗରେ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ମାରିବା ପରେ ଏ ହେଉଛି ଜଣେ ଅସହାୟ ସ୍ତ୍ରୀର ନିବେଦନ । ଚାରିଆଡେ ବୁକଫଟା ଚିତ୍କାର ।

author-image
Santosh Kumar Sahoo

ମୋ ସ୍ୱାମୀକୁ ମାରିଲ ମୋତେ ବି ମାରିଦିଅ । ମୁଁ ବି ବଞ୍ଚିବାକୁ ଚାହୁଁନି । ମୋତେ ଓ ମୋ ପୁଅକୁ ବି ମାର । ଆଖି ଆଗରେ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ମାରିବା ପରେ ଏ ହେଉଛି ଜଣେ ଅସହାୟ ସ୍ତ୍ରୀର ନିବେଦନ । ଚାରିଆଡେ ବୁକଫଟା ଚିତ୍କର । ବିକଳ କାନ୍ଦ । ମହିଳା ମାଗୁଛନ୍ତି ସହାୟତା । ଭିଡିଓ ଯିଏ ଦେଖୁଛି ସିଏ ଥରି ଉଠୁଛି। ସ୍ବାମୀ ମରିଯିବା ପରେ ଆତଙ୍କବାଦୀଙ୍କୁ ନିଜକୁ ମାରିବାକୁ ନେହୁରା ହୋଇଥିଲେ ପତ୍ନୀ। ହେଲେ ସେମାନେ ତାଙ୍କୁ ନମାରି ଛାଡି ଦେଇଛନ୍ତି।

Advertisment
Terrorist Attack Pahalgam Terrorist Attack
Advertisment
Advertisment