Advertisment

ଝିଅ ଜନ୍ମ କଲେ ମିଳିବ ୫୦ ହଜାର

ଭାରତରେ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ଦିଆଯାଇଥିଲା ଆମେ ଦୁଇ ଆମର ଦୁଇ ନାରା। ଏହାର ଉଦ୍ଧେଶ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ।

author-image
Santosh Kumar Sahoo

ଏଣିକି ଝିଅ ଜନ୍ମ କଲେ ମିଳିବ ୫୦ ହଜାର। ଆଉ ପୁଅ ହେଲେ ଦିଆଯିବ ଗାଈ ବାଛୁରୀ। ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ସାଂସଦ। ଜନିସଂଖ୍ୟା ବୃଦ୍ଧି ପାଇଁ ସେ କରିଛନ୍ତି ବଡ଼ ଅପିଲ୍‌। ନିଜ ଅଞ୍ଚଳରେ ମା’ ମାନଙ୍କୁ ଛୁଆ ଜନ୍ମ କରିବା ପାଇଁ ଟିଡିପି ସାଂସଦ ଦଇଛନ୍ତି ଲୋଭନୀୟ ଅଫର୍‌।

Advertisment
Tdp
Advertisment
Advertisment