Advertisment

କୁନି ମୁହଁରେ ଲୋମଟାଙ୍କୁରା କଥା

#କୁନି_ମୁହଁରେ_ଲୋମଟାଙ୍କୁରା_କଥା ସେଦିନ ପହଲଗାମର ବୈସରନ ଘାଟିରେ କେମିତି ନରସଂହାର ଘଟାଇଥିଲେ ଆତଙ୍କୀ ? ହିନ୍ଦୁ-ମୁସଲିମ ମିଳିମିଶି ପ୍ରକୃତିର ଶୋଭାରାଜିର ଉପଭୋଗ କରୁଥିବା ପର୍ଯ୍ୟଟକଙ୍କୁ କେମିତି ଧର୍ମ ନାଁରେ ନିଶାନା କରିଥିଲେ ଆତତାୟୀ? ଆଖି ସାମ୍ନାରେ ଘଟିଥିବା ନୃଶଂସତାର କାହାଣୀ ବଖାଣିଛନ୍ତି ଆଖି ଆଗରେ ବାପାଙ୍କ ମୃତ୍ୟୁ ଦେଖିଥିବା ମୁମ୍ବାଇ ବ୍ୟାଙ୍କର୍ ଶୈଲେସ କଲାଥିଆଙ୍କ ପୁଅ। ଆତଙ୍କୀ ଲମ୍ବା ଦାଢି ରଖିଥିଲେ, କୁର୍ତ୍ତା ପାଇଜାମା ପିନ୍ଧିଥିଲେ, ମୁଣ୍ଡରେ କ୍ୟାମେରା ଲାଗିଥିଲା, ଆଉ ହାତରେ ଥିଲା ଅତ୍ୟାଧୁନିକ ବନ୍ଧୁକ। ସେପଟେ ସାମ୍ନାକୁ ଆସିଛି ଆତଙ୍କୀ ହମଲାର ଲାଇଭ୍ ଭିଡିଓ।

author-image
Saroj Kumar Jena

#କୁନି_ମୁହଁରେ_ଲୋମଟାଙ୍କୁରା_କଥା
ସେଦିନ ପହଲଗାମର ବୈସରନ ଘାଟିରେ କେମିତି ନରସଂହାର ଘଟାଇଥିଲେ ଆତଙ୍କୀ ? ହିନ୍ଦୁ-ମୁସଲିମ ମିଳିମିଶି ପ୍ରକୃତିର ଶୋଭାରାଜିର ଉପଭୋଗ କରୁଥିବା ପର୍ଯ୍ୟଟକଙ୍କୁ କେମିତି ଧର୍ମ ନାଁରେ ନିଶାନା କରିଥିଲେ ଆତତାୟୀ? ଆଖି ସାମ୍ନାରେ ଘଟିଥିବା ନୃଶଂସତାର କାହାଣୀ ବଖାଣିଛନ୍ତି ଆଖି ଆଗରେ ବାପାଙ୍କ ମୃତ୍ୟୁ ଦେଖିଥିବା ମୁମ୍ବାଇ ବ୍ୟାଙ୍କର୍ ଶୈଲେସ କଲାଥିଆଙ୍କ ପୁଅ। ଆତଙ୍କୀ ଲମ୍ବା ଦାଢି ରଖିଥିଲେ, କୁର୍ତ୍ତା ପାଇଜାମା ପିନ୍ଧିଥିଲେ, ମୁଣ୍ଡରେ କ୍ୟାମେରା ଲାଗିଥିଲା, ଆଉ ହାତରେ ଥିଲା ଅତ୍ୟାଧୁନିକ ବନ୍ଧୁକ। ସେପଟେ ସାମ୍ନାକୁ ଆସିଛି ଆତଙ୍କୀ ହମଲାର ଲାଇଭ୍ ଭିଡିଓ।

Advertisment
Advertisment
Advertisment