Advertisment

ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା

#ସୋଫିଆଙ୍କ_ନାଁରେ_ମନ୍ତବ୍ୟ_ମହଙ୍ଗା_ପଡ଼ିଲା କର୍ଣ୍ଣେଲ ସୋଫିଆ କୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡ଼ିଲା। ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଅସମ୍ବେଦନଶୀଳ ଓ ବିବାଦୀୟ ମନ୍ତବ୍ୟ ପାଇଁ ହାଇକୋର୍ଟରେ କ୍ଷମା ମାଗିବାକୁ ବିଜୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

author-image
Saroj Kumar Jena

#ସୋଫିଆଙ୍କ_ନାଁରେ_ମନ୍ତବ୍ୟ_ମହଙ୍ଗା_ପଡ଼ିଲା
କର୍ଣ୍ଣେଲ ସୋଫିଆ କୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ପଡ଼ିଲା। ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଅସମ୍ବେଦନଶୀଳ ଓ ବିବାଦୀୟ ମନ୍ତବ୍ୟ ପାଇଁ ହାଇକୋର୍ଟରେ କ୍ଷମା ମାଗିବାକୁ ବିଜୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 

Advertisment
Advertisment
Advertisment