Supreme Court Judges’ Asset List to Be Made Public; Decision Finalized in Full Court Meeting
ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା । ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ । କୋର୍ଟ ୱେବସାଇଟ୍ରେ ବି ରହିବ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି । ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା । ଏବେ ସମସ୍ତଙ୍କର ସମ୍ପତ୍ତି କୋର୍ଟ ୱେବସାଇଟ୍ ରେ ସ୍ଥାନ ପାଇବ । ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଚର୍ଚ୍ଚା ପରେ ଏଭଳି ବଡ଼ ନିଷ୍ପତ୍ତି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)