Advertisment

ଗୁପ୍ତଚର ଜ୍ୟୋତିଙ୍କୁ ନେଇ ନିଇତି ଖୋଲୁଛି ନୂଆ ନୂଆ ଗୁମର

ଗୁପ୍ତଚର ଜ୍ୟୋତିଙ୍କୁ ନେଇ ନିଇତି ଖୋଲୁଛି ନୂଆ ନୂଆ ଗୁମର। କେତେବେଳେ ତାଙ୍କ ଇଂନଷ୍ଟାଗ୍ରାମ ଆକାଉଣ୍ଟରୁ ତ ଆଉ କେତେବେଳେ ଟ୍ରାଭେଲ ହିଷ୍ଟ୍ରିରୁ। ଏବେ ପୋଲିସ ହାତରେ ଲାଗିଛି ଜ୍ୟୋତିଙ୍କ ହାତ ଲେଖା ଡାଏରୀ। ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋରେ ଗିରଫ ହୋଇଥିବା ଜ୍ୟୋତି ମଲହୋତ୍ରାଙ୍କ ହରିୟାଣ ସ୍ଥିତ ଘରୁ ତାଙ୍କ ପ୍ରାଇଭେଟ୍‌ ଡାଏରୀ ପୋଲିସ ଜବତ କରିଛି। ଆଉ ଏଥିରୁ ବାହାରିଛି ବହୁ ଚାଞ୍ଚଲ୍ୟକର ତଥ୍ୟ।

author-image
Sujit kumar Swain

Pakistan
Advertisment
Advertisment