General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ? ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ । ଚର୍ଚ୍ଚା ହେଉଛି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇଲେକସନ କମିଶନ୍। କିଛି ଦିନ ତଳେ ଓଡ଼ିଶାରେ ୨ ଦିନିଆ ସମୀକ୍ଷା କରି ଫେରିଥିବା ECI ଟିମ୍, ଏବେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ପରଖୁଛନ୍ତି। ନେତୃତ୍ୱ ନେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)