Special Story: Pakistanis checking Colonel Sofia Qureshi’s religion on Google
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Pakistanis checking Colonel Sofia Qureshi’s religion on Google
ଗୁଗଲ୍ରେ ସୋଫିଆ କୁରେଶୀଙ୍କୁ ଖୋଜୁଛନ୍ତି ପାକିସ୍ତାନୀ। ଏମିତିକି ତାଙ୍କ ଧର୍ମ ବିଷୟରେ ଖୋଜିବାରେ ଲାଗିଛନ୍ତି। ଏମିତି ପ୍ରଶ୍ନ ଉପରୁ ଆମେ ପରଦା ହଟାଇବାକୁ ଚାହୁଁଛୁ। ଏବେ ଜାଣନ୍ତୁ, ସୋଫିଆ ଓ ତାଙ୍କ ଧର୍ମ ବିଷୟରେ କାହିଁକି ଜାଣିବାକୁ ଚାହୁଁଛନ୍ତି ପାକିସ୍ତାନର ଲୋକେ !
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)