ଭାରତରେ ରହି ପାକିସ୍ତାନ ସହ ଭାବ। ISIକୁ ଦେଉଛନ୍ତି ଭିତିରି ଖବର। ଜାସୁସି ସନ୍ଦେହରେ ହରିୟାଣାର ଜଣେ ୟୁଟ୍ୟୁବର ଏବଂ ଛାତ୍ରଙ୍କୁ ଗିରଫ କରିଛି ପୋଲିସ।
Published By: Sujit kumar Swain
Last updated: 17 May 2025, 06:29 PM IST
ଜି.ଏସ. ରଶ୍ନୀ ନାମକ ଜଣେ ମହିଳା ଫରେଷ୍ଟ ଅଫିସର ଏତେ ବଡ଼ କିଙ୍ଗ କୋବ୍ରାକୁ ସଫଳତାର ସହ ଅତି ସାହସିକ ପଦକ୍ଷେପ ନେଇ କାବୁ କରିବା ଭିଜୁଆଲ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଉଛି ।