ରାଗିଗଲେ କେନ୍ଦ୍ରମନ୍ତ୍ରୀ
ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଫଟା ସିଟ୍ । ରାଗିଗଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୋଟା ଅଙ୍କର ଟଙ୍କା ନେଇ ବିମାନରେ ଭଙ୍ଗା ସିଟ୍ ଦେଉଛି ଏୟାର ଇଣ୍ଡିଆ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଖରାପ ବିମାନ ସେବା ପାଇଁ ସେ ଏୟାର ଇଣ୍ଡିଆ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଚିଟର ବୋଲି କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)