ସମୟ କାହାକୁ ଅପେକ୍ଷା କରେନି। ତାର କେହି ସମ୍ପର୍କୀୟ ନାହାନ୍ତି। ଭାଇ ବତିଶା ନାହାନ୍ତି। ସମସ୍ତେ ନୀରବି ଯାଇଛନ୍ତି, ହେଲେ ସିଏ ମୌନ ହେଉନି, ତୁନି ହେଇ ବସି ପଡିନି। ଚିରାଚରିତ ଢଙ୍ଗରେ ସେ ଚାଲିଛି ଅବିରତ। ଶୁଣୁନାହାନ୍ତି ଏହି ଅସ୍ପଷ୍ଟ ଶୁଭୁଥିବା ଟିକ୍ ଟିକ୍ ଶବ୍ଦକୁ। ଜୀବନ ସବୁ ନିର୍ଜୀବ ପାଲଟିଛନ୍ତି କିନ୍ତୁ ଏ ନିର୍ଜୀବ କାନ୍ଥଘଣ୍ଟା, ଏତିକି କହୁଛି। ମୁଁ ବଞ୍ଚିଛି, ମୁଁ ସବୁ ଦେଖିଛି, ଅତୀତ ଦେଖିଛି ଆଉ ବର୍ତ୍ତମାନ ବଖାଣୁଛି….।
Published By: Santosh Kumar Sahoo
Last updated: 04 August 2024, 12:33 PM IST
ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।