second black box found
କେମିତି ଅହମଦାବାଦରେ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ। କାରଣ ଖୋଜା ଚାଲିଥିବାବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ। ପୂର୍ବରୁ ବିମାନର ଭଗ୍ନାବଶେଷ ତଳୁ ଗୋଟିଏ ବ୍ଲାକବକ୍ସ ମିଳିଥିଲା। ତଦନ୍ତ ଭିତରେ ବିମାନର ଦୁଇଟିଯାକ ବ୍ଲାକବକ୍ସ ମିଳି ସାରିଛି। ଏବେ ମିଳିଥିବା ବ୍ଲାକବକ୍ସରେ ରହିଛି କକପିଟ୍ ଭଏସ୍ ରେକର୍ଡର। ପୂର୍ବରୁ ମିଳିଥିବା ବ୍ଲକବକ୍ସରେ ରହିଛି ଫ୍ଲାଇଟ୍ ଡାଟା ରେକର୍ଡର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)