Advertisment

ଟ୍ରଫି ଜିତିଲା RCB, ମରିଲେ ଫ୍ୟାନ୍ସ

ଗୋଟିଏ ପଟେ ସେଲିବ୍ରେସନ, ଅନ୍ୟପଟେ ମୃତ୍ୟୁର ତାଣ୍ଡବ । ୧୮ ବର୍ଷ ପରେ ଟ୍ରଫି ଜିତିଲା ଟିମ୍ ହେଲେ ୧୧ ଜଣ ଫ୍ୟାନଙ୍କ ଜୀବନ ଗଲା। ବେଙ୍ଗାଲୁରୁରେ ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ।

author-image
Namita Biswal

ଗୋଟିଏ ପଟେ ସେଲିବ୍ରେସନ, ଅନ୍ୟପଟେ ମୃତ୍ୟୁର ତାଣ୍ଡବ। ୧୮ ବର୍ଷ ପରେ ଟ୍ରଫି ଜିତିଲା ଟିମ୍ ହେଲେ ୧୧ ଜଣ ଫ୍ୟାନଙ୍କ ଜୀବନ ଗଲା। ବେଙ୍ଗାଲୁରୁରେ ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ।

Advertisment
Virat Kohli RCB Stampede
Advertisment
Advertisment