Plane Crash
ଦୁର୍ଘଟଣାରୁ ଆକସ୍ମିକ ଭାବେ ବଞ୍ଚିଥିବା ଯାତ୍ରୀ ରମେଶ ବିଶ୍ୱାସ କୁମାରଙ୍କ ଛାତିଥରା କାହାଣୀ । ରମେଶ କହିଲେ, ‘ନିଜେ ବି ବିଶ୍ୱାସ କରିପାରୁନି ମୁଁ କେମିତି ବଞ୍ଚିଗଲି । ଟେକ ଅଫ୍ର ୫ରୁ ୧୦ ସେକେଣ୍ଡ୍ ଭିତରେ ଝଟ୍କା ଅନୁଭୂତ ହେଲା । ଗ୍ରୀନ ଓ ହ୍ବାଇଟ୍ ଲାଇଟ୍ ସବୁ ଜଳି ଉଠିଥିଲା । ମୁଁ ବସିଥିବା ସିଟ୍ 11 A ହଷ୍ଟେଲ ତଳ ମହଲାରେ ମାଡ଼ ହେଲା । ଡୋର୍ ଭାଙ୍ଗିଯିବା ମାତ୍ରେ ବାହାରିବାକୁ ଚେଷ୍ଟା କଲି । କିଛି ସମୟ ପାଇଁ ଭାବିଥିଲି ମରିଯାଇଛି, ହେଲେ ଆଖି ଖୋଲିଲା ବେଳକୁ ଜାଣିଲି ବଞ୍ଚିଛି ।'
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)