""
ଜାତୀୟ ଖବର Videos ମହାକୁମ୍ଭରେ ମମତାଙ୍କ ବୁଡ଼ କପାଳରେ ଚିତା, ହାତ ଓ ବେକରେ ରୁଦ୍ରାକ୍ଷ ମାଳ। ମହାକୁମ୍ଭ ମେଳାରେ ଗେରୁଆ ବସ୍ତ୍ର ପିନ୍ଧି ତ୍ରିବେଣୀ ସଙ୍ଗମରେ ତିଳୋତର୍ପଣ କରୁଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ଦର୍ଶକ ବନ୍ଧୁ ଏ କୌଣସି ଏଆଇ ଏଡିଟେଡ ଫଟୋ କି ଭିଡିଓ ନୁହେଁ, ସାଂସଦ ନିଜେ ସୋସିଆଲ ମିଡିଆରେ ଏହି ସବୁ ଫଟୋ ପୋଷ୍ଟ କରିଛନ୍ତି। Pallipuspa Samal 25 Jan 2025 13:24 IST MP Mamata Mahanta Maha Kumbh MelaAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ