Advertisment

‘ଟ୍ରେଲର ଦେଖିଛନ୍ତି ଫିଲ୍ମ ବାକି’

ଆତଙ୍କବାଦ ବିରୋଧରେ ଏ ଲଢେଇ ସରିନି, ଅପରେସନ ସିନ୍ଦୂର ଜାରି ରହିଛି କହି ନୂଆ ଭାରତର ଉଦାହରଣ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ !

author-image
Santosh Kumar Sahoo

ଭୁଜ୍ ଏୟାରବେସରୁ ପାକିସ୍ତାନ ବିରୋଧରେ ଦେଲେ ରଣ ହୁଙ୍କାର । କହିଲେ ଆମେ ପାକିସ୍ତାନକୁ ପରୀକ୍ଷା କରୁଛୁ, ତା ଉପରେ ନଜର ରଖିଛୁ । ଯଦି ତାର ଆଚରଣ, ବ୍ୟବହାରରେ ଉନ୍ନତି ଆସେ ଭଲ ନହେଲେ ପୁନଶ୍ଚ ଦିଆଯିବ କଠୋର ଦଣ୍ଡ । ଆତଙ୍କବାଦ ବିରୋଧରେ ଏ ଲଢେଇ ସରିନି, ଅପରେସନ ସିନ୍ଦୂର ଜାରି ରହିଛି କହି ନୂଆ ଭାରତର ଉଦାହରଣ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ !

Advertisment
Rajnath Singh Operation Sindoor
Advertisment
Advertisment