Advertisment

କିଲର୍ ଫ୍ଲାଇଟ୍‌ରେ ଛାରଖାର୍ ହୋଇଗଲା ପୂରା ପରିବାର

ଲଣ୍ଡନରେ ଲେଖିଥାନ୍ତେ ନୂଆ କାହାଣୀ। ସ୍ୱାମୀ, ଛୁଆ ସହ କରିଥାନ୍ତେ ସୁଖର ସଂସାର। ଏମିତି କେତେ କଣ ସ୍ୱପ୍ନ ଦେଖି ଭାରତରେ ଡାକ୍ତରୀ ଚାକିରି ଛାଡ଼ିଥିଲେ । ମାତ୍ର ପ୍ଲେନ୍ ଦୁର୍ଘଟଣା ସବୁ ସ୍ୱପ୍ନକୁ ଅଧା ବାଟରେ ହିଁ ଛାରଖାର କରିଦେଇଛି । ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ପୂର୍ବରୁ ଏକାସାଙ୍ଗେ ପୂରା ପରିବାର ଫେରିଯାଇଛି ଅଫେରା ରାଇଜକୁ ।

author-image
Namita Biswal

ଲଣ୍ଡନରେ ଲେଖିଥାନ୍ତେ ନୂଆ କାହାଣୀ । ସ୍ୱାମୀ, ଛୁଆ ସହ କରିଥାନ୍ତେ ସୁଖର ସଂସାର । ଏମିତି କେତେ କଣ ସ୍ୱପ୍ନ ଦେଖି ଭାରତରେ ଡାକ୍ତରୀ ଚାକିରି ଛାଡ଼ିଥିଲେ । ମାତ୍ର ପ୍ଲେନ୍ ଦୁର୍ଘଟଣା ସବୁ ସ୍ୱପ୍ନକୁ ଅଧା ବାଟରେ ହିଁ ଛାରଖାର କରିଦେଇଛି । ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ପୂର୍ବରୁ ଏକା ସାଙ୍ଗେ ପୂରା ପରିବାର ଫେରିଯାଇଛି ଅଫେରା ରାଇଜକୁ । ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଏଭଳି ଲୁହଭିଜା କାହାଣୀ...

Advertisment
Ahmedabad Air India Plane Crash
Advertisment
Advertisment