Advertisment

Digha Jagannath Temple: ଦୀଘାରେ ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଦୀଘାରେ ଅବିକଳ ଶ୍ରୀମନ୍ଦିର ଭଳି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଚେତାବନୀ ପରେ ବି ପୁରୀ ସେବାୟତ କରିଛନ୍ତି ପୂଜାର୍ଚ୍ଚନା ।

author-image
Namita Biswal

ଅବିକଳ ପୁରୀ ଶ୍ରୀମନ୍ଦିର ଭଳି ଦୀଘାରେ ନିର୍ମାଣ ହୋଇଛି ଜଗନ୍ନାଥ ମନ୍ଦିର । ନ୍ୟୁୟ ଦୀଘା ରେଳ ଷ୍ଟେସନ ନିକଟରେ ୨୦ ଏକର ଜାଗାରେ ମନ୍ଦିର କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏଥିପାଇଁ ଖର୍ଚ୍ଚ ହୋଇଛି ଅଢେଇ ଶହ କୋଟିରୁ ଅଧିକ ଟଙ୍କା । ଗଲା ସାତ ଦିନ ହେଲା ହୋମଯଜ୍ଞ ଚାଲିଛି, ପୁରୀରୁ ପ୍ରାୟ ୬୦ରୁ ୭୦ ଦଇତାପତି ଯାଇ ପୂଜାପାଠ କରିଛନ୍ତି । ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ବ୍ରହ୍ମ ପ୍ରତିଷ୍ଠା କରାଇ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ । ଏହାକୁ ଉଭୟ ପୁରୀ ସେବାୟତ ଓ ରାଜନେତା ବିରୋଧ କରିଛନ୍ତି ।   

Advertisment
Jagannath Temple Puri Jagannath Temple Digha
Advertisment
Advertisment