Prayagraj Flood
ଇଏ କଳିଯୁଗର ବସୁଦେବ। ଚାରିଆଡେ ପାଣି, ହାତରେ ନବଜାତ ଶିଶୁ। ପୁରାଣରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଲିଳା ପରି ଏ ଦୃଶ୍ୟ। ଏ ଦୃଶ୍ୟକୁ ଯେ କେହିବି ଦେଖୁଛି କୃଷ୍ଣଙ୍କ ଜନ୍ମ ସମୟର କଥାକୁ ମନେ ପକାଇବେ ନିଶ୍ଚୟ। ବେକ ବୁଡିବାକୁ ବସୁଛି। ଚାରିଆଡେ କେବଳ ପାଣି ଆଉ ପାଣି। ଯମୁନା ନଦୀରେ ବସୁଦେବ ଯେମିତି ଶ୍ରୀକୃଷ୍ଣଙ୍କୁ ଉଠାଇ ଭରା ନଦୀ ପାର୍ ହୋଇଥିଲେ ଆଉ ଦେବକୀଙ୍କ ପାଖରେ ପହଞ୍ଚାଇଥିଲେ, ଏଠି ଠିକ୍ ସେମିତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)