Advertisment

Pahalgam Attacks 5 Reasons: ଏହି ୫ କାରଣ ପାଇଁ ହୋଇଛି କି ଆକ୍ରମଣ ?

ଭାରତର ଭୂସ୍ବର୍ଗ କାଶ୍ମୀର ଉପତ୍ୟାକାରେ କାହିଁକି ରକ୍ତର ହୋଲି ଖେଳିଲେ ଆତଙ୍କବାଦୀ ?

author-image
Deviprasad Jena

ଭାରତର ଭୂସ୍ବର୍ଗ କାଶ୍ମୀର ଉପତ୍ୟାକାରେ କାହିଁକି ରକ୍ତର ହୋଲି ଖେଳିଲେ ଆତଙ୍କବାଦୀ ? କ’ଣ ପାଇଁ ଘଟାଇଲେ ଏପରି ବର୍ବର କାଣ୍ଡ । କ’ଣ ପାଇଁ ନିରୀହ ପର୍ଯ୍ୟଟକଙ୍କୁ କଲେ ଟାର୍ଗେଟ। ସମ୍ଭାବ୍ୟ ୫ କାରଣ ପାଇଁ ଏମିତି କରିବାକୁ ସାହସ କରିଛନ୍ତି,  ନା ପାକ୍ ହରକତକୁ ରୂପ ଦେଇଛନ୍ତି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଗୋଷ୍ଠୀ ।

Advertisment
Terrorists Jammu Kashmir Pahalgam Terrorist Attack Pahalgam Attack
Advertisment
Advertisment