Advertisment

ପହଲଗାମ୍ ଆତଙ୍କୀଙ୍କୁ ଦିଆଯିବ କଠୋର ଦଣ୍ଡ: ମୋଦି

ମନ-କୀ-ବାତ୍ ଜରିଆରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୁଣି ପ୍ରତିଶ୍ରୁତି । ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କୀଙ୍କୁ ଦିଆଯିବ କଠୋର ଦଣ୍ଡ । ପୀଡ଼ିତଙ୍କ ପରିବାର ସହ ପୁରା ଦେଶ ଏକାଠି ହୋଇଛି, ଏକତା ହିଁ ଆମର ଶକ୍ତି। ସେପଟେ ଆତଙ୍କୀ ପୋଷୁଥିବା ଶତ୍ରୁ ରାଷ୍ଟ୍ର ବିରୋଧରେ ପୁଣି ଏକ ବଡ଼ ଯୁଦ୍ଧ ଲଢ଼ିବା ତୟାରିରେ ଭାରତୀୟ ସେନା । ଆଜି ଆରବ ସାଗରରେ ନୌସେନା କରିଛି ଆଣ୍ଟି-ସିପ୍ ମିଜାଇଲ ଟେଷ୍ଟ ଫାୟାର।

author-image
Sujit kumar Swain

PM Modi Pahalgam Terrorist Attack
Advertisment
Advertisment