Advertisment

PM Modi holds key meeting: ପାକିସ୍ତାନ ବିରୋଧରେ ୪ଟାରେ ହୋଇପାରେ ବଡ଼ ଘୋଷଣା

୨୦୧୯ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଠାରୁ MOST FAVOURED STATUS-MFN ଷ୍ଟାଟସ୍ ପ୍ରତ୍ୟାହାର କରିଥିଲା ଭାରତ। MFN ଷ୍ଟାଟସ୍ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟରେ ସ୍ୱତନ୍ତ୍ର ରିହାତି, ସୁବିଧା ମିଳିଥାଏ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ପାକିସ୍ତାନ ବିରୋଧରେ ଅପରାହ୍ନ ୪ଟାରେ ହୋଇପାରେ ବଡ଼ ଘୋଷଣା। କ୍ୟାବିନେଟ୍ ମିଟିଂ ନିଷ୍ପତ୍ତି ନେଇ ଆସିବ ସୂଚନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି। ଆଜି ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ୪ଟି ବଡ଼ ବୈଠକ। ପ୍ରଥମେ CCS ବୈଠକ ବସିଥିଲା। ପରେ CCPA ,CCEA ଓ କ୍ୟାବିନେଟ୍ ବୈଠକ ବସିଥିଲା।

Advertisment
Narendra Modi Pahalgam Terrorist Attack Pahalgam Attack
Advertisment
Advertisment