Special Story: ସରିଲା ନିଷ୍ପତ୍ତି ଏବେ ଆକ୍ସନ୍, ପାକିସ୍ତାନକୁ ସେନା ଦେବ କଡ଼ା ଜବାବ୍
ଖୁବଶୀଘ୍ର ସେନା ନେବ ପହଲଗାମ ପ୍ରତିଶୋଧ । ଯେକୌଣସି ସମୟରେ, ଯେକୌଣସି ପ୍ରକାରେ ସେନା କରିପାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାର ହାତ ଖୋଲି ଦେଇଛନ୍ତି ସରକାର । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ସବୁର ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)