Plane Crashes Into Hostel, 5 Medical Students Dead in Ahmedabad Air India Tragedy
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Plane Crashes Into Hostel, 5 Medical Students Dead in Ahmedabad Air India Tragedy
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା... ଜଣଙ୍କୁ ଛାଡ଼ି ସମସ୍ତ ଯାତ୍ରୀ ମୃତ
ଗୁଜରାଟ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ବିସ୍ଫୋରଣରେ ଜଣଙ୍କୁ ଛାଡ଼ି ପ୍ରାୟ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଦୁର୍ଭାଗ୍ୟର କଥା ହେଉଛି, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମେଡିକାଲ୍ କଲେଜ୍ ହଷ୍ଟେଲ୍ ବିଲ୍ଡିଂରେ ପିଟି ହୋଇଯାଇଥିଲା, ଫଳରେ ୫ ଜଣ ଡାକ୍ତରୀ ଛାତ୍ର ବି ପ୍ରାଣ ହରାଇଥିବା ସୂଚନା ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)