Advertisment

ବଞ୍ଚିଗଲେ ଜଣେ ଯାତ୍ରୀ

ଜଳିଗଲା ବିମାନ, ବଞ୍ଚିଗଲେ ଜଣେ ଯାତ୍ରୀ ବିପଦ ଭିତରେ ଆଶ୍ଚର୍ଯ୍ୟ । ଜଳିଗଲା ବିମାନ, ହେଲେ ବଞ୍ଚିଗଲେ ଜଣେ ଯାତ୍ରୀ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ । ସୌଭାଗ୍ୟବଶତଃ ଜଣେ ଯାତ୍ରୀ ଜୀବିତ ଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ପୋଲିସ କମିଶନର ଜି.ଏସ୍ ମଲ୍ଲିକ ।

author-image
Saroj Kumar Jena

ଜଳିଗଲା ବିମାନ, ବଞ୍ଚିଗଲେ ଜଣେ ଯାତ୍ରୀ
ବିପଦ ଭିତରେ ଆଶ୍ଚର୍ଯ୍ୟ । ଜଳିଗଲା ବିମାନ, ହେଲେ ବଞ୍ଚିଗଲେ ଜଣେ ଯାତ୍ରୀ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ । ସୌଭାଗ୍ୟବଶତଃ ଜଣେ ଯାତ୍ରୀ ଜୀବିତ ଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ପୋଲିସ କମିଶନର ଜି.ଏସ୍ ମଲ୍ଲିକ । 

Advertisment
Advertisment
Advertisment