ଯାତ୍ରୀବାହୀ ବିମାନକୁ ଢାଲ କଲା ପାକିସ୍ତାନ
ଆକ୍ରମଣ ହେଳେ ଯାତ୍ରୀବାହୀ ବିମାନକୁ ଢାଲ କରିଥିଲା ପାକିସ୍ତାନ। ଭାରତର କାଉଣ୍ଟର ଆଟାକରୁ ବର୍ତ୍ତିବା ପାଇଁ ବେସାମରିକ ବିମାନକୁ ଢାଲ କରି ବ୍ୟବହାର କରିଥିଲା। ମିଛୁଆ ପାକିସ୍ତାନର ପୋଲ ଖୋଲିବା ସହ ପ୍ରମାଣ ଦେଖାଇଛି ଭାରତ। ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଏସମ୍ପର୍କିତ ଫଟୋ ସହ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। କର୍ଣ୍ଣେଲ ସୋଫିଆ କୁରେସୀ କହିଛନ୍ତି, ଭାରତୀୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ଏହାର ବେସାମରିକ ବିମାନଗୁଡ଼ିକୁ ଢାଲ ଭାବରେ ବ୍ୟବହାର କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)