ଭାରତ ମାଆର କୁଳାଙ୍ଗାର ପୁଅ ।
ସାମ୍ନାକୁ ଆସିଛି ଏଭଳି କିଛି ସାଂଘାତିକ ତଥ୍ୟ। ପହଲଗାମ ନରସଂହାରରେ ରହିଛି ବିଜବେହାରାର ବାସିନ୍ଦା ଆଦିଲର ହାତ । ରକ୍ତ ପିପାଷୁଙ୍କୁ ନିଜ ଘରେ ରଖିଥିଲା ଆଦିଲ ଗୁରି । ଆକ୍ରମଣ ପୂର୍ବରୁ ପାକିସ୍ତାନୀ ଆତଙ୍କୀଙ୍କୁ ସେ କରିଥିଲା ସହାୟତା । ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଆଦିଲ ପାକିସ୍ତାନରୁ ଜଣେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଏବଂ ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)