Advertisment

Pakistani in Odisha: ସରିଗଲା ଡେଡଲାଇନ୍‌, ପାକିସ୍ତାନ ନଯାଇଥିଲେ ଯିବେ ଜେଲ୍‌

ପାକିସ୍ତାନର ନାଗରିକ ଏମାନେ । ହେଲେ ଭାରତ ପାଇଁ ଏମାନଙ୍କ ମନ ଝୁରୁଛି । କାହା ଆଖିରେ ଲୁହ ଶୁଖୁନି, ପୁଣି ଆଉ କିଏ କୋହ ସମ୍ଭାଳି ପାରୁନାହାନ୍ତି । ଇଏ ବଲାଙ୍ଗୀରର ସାରଦା କୁକ୍ରେଜା ଦୀର୍ଘ ୩୫ ବର୍ଷ ହେଲା ବାହାହୋଇ ବଲାଙ୍ଗୀରରେ ଅଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ପାକିସ୍ତାନର ନାଗରିକ ଏମାନେ । ହେଲେ ଭାରତ ପାଇଁ ଏମାନଙ୍କ ମନ ଝୁରୁଛି । କାହା ଆଖିରେ ଲୁହ ଶୁଖୁନି, ପୁଣି ଆଉ କିଏ କୋହ ସମ୍ଭାଳି ପାରୁନାହାନ୍ତି ।  ଇଏ ବଲାଙ୍ଗୀରର ସାରଦା କୁକ୍ରେଜା ଦୀର୍ଘ ୩୫ ବର୍ଷ ହେଲା ବାହାହୋଇ ବଲାଙ୍ଗୀରରେ ଅଛନ୍ତି । ପୁଅ ଝିଅ ବାହାକରି ନାତି ନାତୁଣୀ ମଧ୍ୟ ଦେଖିଲେଣି । ପରିବାରର ସମସ୍ତ ସଦସ୍ୟ ଭାରତୀୟ ପରିଚୟ ପାଇଥିବା ବେଳେ କିନ୍ତୁ ଏବେ ବି ସାରଦାଙ୍କୁ ଭାରତୀୟ ନାଗରିକ ଅଧିକାର ମିଳିନି । ତେଣୁ ସବୁଦିନ ଚିନ୍ତାରେ କଟୁଛି ସାରଦାଙ୍କ ଦିନ । 

Advertisment
Pakistan India Pakistan War Pahalgam Terrorist Attack
Advertisment
Advertisment