Advertisment

Pakistani Nationals Depart: କୁନି ଝିଅକୁ ଛାଡ଼ି ପାକିସ୍ତାନ ଫେରିଲା ମା'

ଡେଡଲାଇନ୍ ସରିବା ପରେ ନିଜ ଦେଶକୁ ଫେରିଛନ୍ତି ପାକିସ୍ତାନୀ । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ଫେରିଯିବାକୁ କଡ଼ା ନିର୍ଦ୍ଦେଶ କରିଥିଲେ କେନ୍ଦ୍ର ସରକାର ।

author-image
Namita Biswal

ଡେଡଲାଇନ୍ ସରିବା ପରେ ନିଜ ଦେଶକୁ ଫେରିଛନ୍ତି ପାକିସ୍ତାନୀ । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ଫେରିଯିବାକୁ କଡ଼ା ନିର୍ଦ୍ଦେଶ କରିଥିଲେ କେନ୍ଦ୍ର ସରକାର । କେହି ପାକିସ୍ତାନୀ ଯଦି ଏହି ଭିସା ସର୍ତ୍ତ ଉଲ୍ଲଙ୍ଘନ କରନ୍ତି ଏବଂ ଭାରତରେ ରୁହନ୍ତି ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୩ ଲକ୍ଷ ଟଙ୍କା ଜରିମାନା ହେବାର ନିୟମ ରହିଛି । ଯାହାଫଳରେ ପାକିସ୍ତାନୀ ନାଗରିକ ଅନିଚ୍ଛା ସତ୍ତ୍ୱେ ସ୍ବଦେଶ ଫେରିଛନ୍ତି । ଅଟାରୀ ବର୍ଡର ନିକଟରେ ଜଣେ ମହିଳା ନିଜ କୁନି ଝିଅକୁ ଛାଡି ପାକିସ୍ତାନ ଫେରୁଥିବା ଦେଖାଯାଇଛି ।

Advertisment
Pakistan India Pakistan War Pahalgam Terrorist Attack
Advertisment
Advertisment