Advertisment

ଭିକାରି ପାକିସ୍ତାନ...ମାଗି ମାଗି ଜୀବନ ବିତାଉଛି

‘ପାକିସ୍ତାନ ହେଉଛି ଭିକାରୀଙ୍କ ସର୍ଦ୍ଦାର । ମାଗି ମାଗି ଜୀବନ ବିତାଉଛି। ସବୁବେଳେ ମାଗୁଛି। ଏବେ ବି ହାତ ପତାଉଛି। ଯୁଆଡ଼େ ଗଲା ହାତ ପତାଇଲା।’ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

author-image
Santosh Kumar Sahoo

ଭିକାରି ପାକିସ୍ତାନ...ମାଗି ମାଗି ଜୀବନ ବିତାଉଛି। ସବୁବେଳେ ମାଗୁଛି, ଏବେ ବି ହାତ ପତାଉଛି। ଭାରତର ମାଡ଼ରେ ଏମିତି ଚେପା ହେଲା କି IMFକୁ ହାତ ପତାଇଲା। ଆଜି କିଛି ଏଭଳି ଭାବେ ପାକିସ୍ତାନକୁ କଟ୍ଟାକ୍ଷ କରିଛନ୍ତି, ସମାଲୋଚନା କରିଛନ୍ତି ଆଉ ପାକିସ୍ତାନର ଅସଲ ଚେହେରାକୁ ସାମ୍ନାକୁ ଆଣିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପାକିସ୍ତାନ ଯେଉଁଠି ଛିଡ଼ା ହୁଏ, ସେଠି ହାତ ପତାଇବା ତାଲିକା ଆରମ୍ଭ ହୁଏ ବୋଲି ଦୋହରାଇଛନ୍ତି ରାଜନାଥ।

Advertisment
Rajnath Singh Pakistan
Advertisment
Advertisment