Advertisment

ଏତେ ନିଷ୍ଠୁର ପାକିସ୍ତାନ ?

କୁଆପଥର ମାଡ଼ର ଶିକାର ଇଣ୍ଡିଗୋ ବିମାନକୁ ଏୟାରସ୍ପେଶ୍ କ୍ଲିଅରାନ୍ସ ଦେଲାନି। ପାକିସ୍ତାନର ଅମାନବିକତାର ଗୁମର ଖୋଲିଲା ଡିଜିସିଏ। ଜୀବନ ମରଣ ସ୍ଥିତିରେ ବି ଶତ୍ରୁତା ବାଛିଲା ଆତଙ୍କୀ ଦେଶ

author-image
Santosh Kumar Sahoo

ଦୁଇ ଦିନ ତଳେ କୁଆପଥର ମାଡ଼ରେ ଖଣ୍ଡିଆ ଖାବରା ହୋଇ ଶ୍ରୀନଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା ଇଣ୍ଡିଗୋ ବିମାନ 6E-2142 । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ୨୨୭ ଯାତ୍ରୀ । ତେବେ ମଝି ଆକାଶରେ ଏହି ବିମାନ ସହ କଣ ଘଟିଥିଲା... କେମିତି ଝଡ଼ ଭିତରେ ପଶି ବିମାନ ଉଡ଼ାଇଲେ ପାଇଲଟ୍... ଆଉ କେତେ ନିର୍ଦ୍ଦୟ ଓ ନିଷ୍ଠୁର ସାଜିଥିଲା ପାକିସ୍ତାନ... ଆଜି ତାର ପୂରା ଖୁଲାସା କରିଛି, ଡାଇରକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍- DGCA । 

Advertisment
India Pakistan DGCA IndiGo Airlines
Advertisment
Advertisment