Advertisment

Pakistan Denies Airspace: ବାଜିରେ ଲାଗିଥାଏ ୨୨୭ ଜୀବନ, ଅସଲ ରଙ୍ଗ ଦେଖାଇଦେଲା ଶତ୍ରୁ ପାକିସ୍ତାନ

ଶତ୍ରୁ କେବେ ମିତ୍ର ହୁଏନି । ସୈତାନ ସବୁବେଳେ ସୈତାନ । ଯେତେ ଯାହା ହେଲେ ବି କେବେ ସୁଧୁରିବନି ତା’ ଗୁଣ । ଯେଉଁ ବେଇମାନକୁ ସେହି ବେଇମାନ ହିଁ ରହିବ । ପୁଣି ପଦାରେ ପଡିଛି ପାକିସ୍ତାନର ଧୋକାବାଜ ଚରିତ୍ର ।

author-image
Namita Biswal

ଶତ୍ରୁ କେବେ ମିତ୍ର ହୁଏନି । ସୈତାନ ସବୁବେଳେ ସୈତାନ । ଯେତେ ଯାହା ହେଲେ ବି କେବେ ସୁଧୁରିବନି ତା’ ଗୁଣ । ଯେଉଁ ବେଇମାନକୁ ସେହି ବେଇମାନ ହିଁ ରହିବ । ନା କାହାକୁ ସାହାଯ୍ୟ କରିବ ନା କାହା ସହ ଶାନ୍ତିରେ ରହିପାରିବ । ପୁଣି ପଦାରେ ପଡିଛି ପାକିସ୍ତାନର ଧୋକାବାଜ ଚରିତ୍ର । କରିଛି ହୀନକାମ । ଭାରତୀୟ ବିମାନକୁ ଅନୁମତି ଦେଲାନି କ୍ରୁର ପାକ୍‌ । ମଝି ଆକାଶରେ ଅଘଟଣରୁ ବର୍ତ୍ତିବା ପାଇଁ ସହାୟତା ମାଗିଥିଲା ଇଣ୍ଡିଗୋ । ହେଲେ ଏୟାରସ୍ପେଶ୍‌ ଦେବାକୁ ମନା କରିଦେଲା ପାକିସ୍ତାନ ।

Advertisment
Pakistan IndiGo Airlines Flight Emergency Landing
Advertisment
Advertisment