Advertisment

Indus Waters Treaty: ଶୁଖିଲାଣି ତଣ୍ଟି, ପାକିସ୍ତାନ ଛାଡ଼ିଲାଣି ରଡ଼ି

ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ଭାରତକୁ ଏବେ କାକୁତି ମିନତି ହେଲାଣି ପାକିସ୍ତାନ। ଭାରତୀୟ ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍‌ କରିଛି ପଡୋଶୀ।

author-image
Santosh Kumar Sahoo

ଭାରତର ଜଳ ପ୍ରହାରକୁ ମାସଟେ ବି ସମ୍ଭାଳି ପାରିଲାନି ପାକିସ୍ତାନ। ସିନ୍ଧୁ ଜଳ ଚୁକ୍ତିକୁ ବାତିଲ ଘୋଷଣାର ୩ ସପ୍ତାହ ଭିତରେ ହେଲାଣି ହାଲତ୍ ଟାଇଟ୍। ସିଜଫାୟାର ପରେ ଉଡିଗଲାଣି ତା’ର ହୋସ୍। ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ଭାରତକୁ ଏବେ କାକୁତି ମିନତି ହେଲାଣି ପାକିସ୍ତାନ। ଭାରତୀୟ ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍‌ କରିଛି ପଡୋଶୀ।

Advertisment
India Pakistan
Advertisment
Advertisment