Special Story: Pakistan Violates Ceasefire: Indian Forces Shoot Down Drones Over Jammu Border
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Pakistan Violates Ceasefire: Indian Forces Shoot Down Drones Over Jammu Border
ଭାରତ-ପାକିସ୍ତାନ ଡିଜିଏମଓ ସ୍ତରରେ ଆଲୋଚନା ଓ ନିଷ୍ପତ୍ତିର ମାତ୍ର କେଇ ମିନିଟ୍ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍। ସୋମବାର ଜାମ୍ମୁର ସାମ୍ବା ସେକ୍ଟରରେ ଉଡ଼ିଛି ପ୍ରାୟ ୧୦ରୁ ୧୨ ଡ୍ରୋନ୍। ଶୁଭିଛି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ। ଜାମ୍ମୁ କାଶ୍ମୀରର ପଠାନକୋଟ, ପଂଜାବର ଜଳନ୍ଧରରେ ମଧ୍ୟ ଡ୍ରୋନ୍ ଉଡ଼ିଥିବାର ଚିତ୍ର ସାମନାକୁ ଆସିଛି । ଖୁବ ଅଳ୍ପ ସଂଖ୍ୟାରେ ଆସିଥିବା ଏହି ଡ୍ରୋନକୁ ନଷ୍ଟ କରିଥିଲା ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)