Advertisment

ଏବେ କେମିତି ଅଛି ପହଲଗାମ୍?

ଉପତ୍ୟକାରେ ଆତଙ୍କୀଙ୍କ ନରସଂହାରକୁ ବିତିଛି ୫ଦିନ । ଜନଜୀବନ ସ୍ୱାଭାବିକ ହେଉଛି ସତ, କିନ୍ତୁ ଚଳଚଞ୍ଚଳ ହୋଇପାରିନି ପର୍ଯ୍ୟଟନ ଶିଳ୍ପ। ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ଥିବା ଓଟିଭି ଆଗରେ ଦୁର୍ଦ୍ଦଶାର କାହାଣୀ ବଖାଣି ସ୍ଥାନୀୟ ବ୍ୟବସାୟୀ ଆଶା ରଖିଛନ୍ତି, ଶୀଘ୍ର ବଦଳିଯିବ ଏ ଚିତ୍ର । ତେଣେ ପ୍ରତିଶୋଧ ପାଇଁ ପଣ କରିଥିବା ସୁରକ୍ଷାକର୍ମୀଙ୍କ କଡ଼ା ପହରାର ପ୍ରତିଟି ଦୃଶ୍ୟ ଆଶ୍ୱସ୍ତି କରିଥିବାବେଳେ ଆତଙ୍କୀଙ୍କ ବର୍ବରତାକୁ ତୀବ୍ର ନିନ୍ଦା କରି କେମିତି ଗର୍ଜିଛନ୍ତି ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ, ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।..

author-image
Sujit kumar Swain

Pahalgam Terrorist Attack
Advertisment
Advertisment