Pahalgam Terror Attack
୬ ଦିନ ତଳେ ପଡିଥିଲା ହାତଗଣ୍ଠି । ଆଖିରେ ଆଖିଏ ସ୍ୱପ୍ନ ନେଇ ସାଜିଥିଲେ ନବବଧୂ । ଅହିସୁଲକ୍ଷଣି ହେବା ପାଇଁ ପାଇଥିଲେ ଆଶୀର୍ବାଦ । ନିଜ ଜୀବନସାଥୀଙ୍କ ହାତ ଧରି ଗଢ଼ିଥିଲେ ନୂଆ ସଂସାର । ବିବାହ ପରେ ହନିମୁନ ପାଇଁ କାଶ୍ମୀର ପହଲଗାମ୍ ବୁଲି ଯାଇଥିଲେ ନବଦମ୍ପତି । ମାତ୍ର ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର । ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)