ଇଏ ପହଲଗାମ ହମ୍ଲାର ମାଷ୍ଟରମାଇଣ୍ଡ
କାଶ୍ମୀର ପଲଗାମ ପର୍ଯ୍ୟଟକ ନରସଂହାର ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ତେବେ ଏହି ସୈଫୁଲ୍ଲା କସୁରୀ କିଏ ? ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ୍। ସେ ଲସ୍କର-ଇ-ତୋଇବା ସଂଗଠନର ପ୍ରତିଷ୍ଠାତ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି । ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍ ର ସଭାପତି ଅଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)