ଅପରେସନ୍ ସିନ୍ଦୂରର ଐତିହାସିକ ସଫଳତା। ୩ ସେନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା। ରାଷ୍ଟ୍ରପତିଙ୍କୁ ଭେଟି ସ୍ଥିତି ନେଇ କଲେ ଅବଗତ। କ୍ୟାବିନେଟ୍ ବୈଠକରେ ବି ସେନାକୁ ସାବାସୀ...
Published By: Sujit kumar Swain
Last updated: 07 May 2025, 11:43 PM IST
ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ଦିନ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ।