Special Story: Northeast India Grapples with Devastating Floods: Over 30 Dead, Thousands Displaced
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Northeast India Grapples with Devastating Floods: Over 30 Dead, Thousands Displaced
ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି । ବୁଡ଼ିଲା ଘର, ଗାଁ ଓ ବଜାର । ତାଣ୍ଡବ ରଚିଲା ବର୍ଷା । ମାଡ଼ି ଆସିଲା ନଦୀ ଜଳ । ଆଗୁଆ ମୌସୁମୀ ସବୁ ସାରିଦେଲା । ତାତିରୁ ତ୍ରାହି ଦେଲା, ହେଲେ ବୁଡ଼ାଇ ମାରିଲା । କରାଳ ରୂପ ଦେଖାଇଲା ପ୍ରକୃତି । ରଚିଲା ତାଣ୍ଡବ । ଉବୁଟୁବୁ ହେଲା ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁର, ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ଓ ମିଜୋରାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)