Advertisment

ଅପରେସନ ସିନ୍ଦୂର ଭିଡିଓ ଦେଲା ସେନା

#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି।

author-image
Saroj Kumar Jena

#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା
କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି। 

Advertisment
Indian Army Operation Sindoor
Advertisment
Advertisment