Advertisment

ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ଚେତାବନୀ

ନିଜ ମାଟିରୁ ଆତଙ୍କବାଦୀଙ୍କୁ ସଫା ନକଲେ.. ନିଜେ ସଫା ହୋଇଯିବ ପାକିସ୍ତାନ ! ପାକିସ୍ତାନକୁ ବଞ୍ଚିବାକୁ ହେଲେ ତାକୁ ତା' ମାଟିରୁ ଆତଙ୍କୀ ଭିତ୍ତିଭୂମିକୁ ଧ୍ବଂସ କରିବାକୁ ହିଁ ହେବ ।

author-image
Santosh Kumar Sahoo

ଆତଙ୍କବାଦୀଙ୍କ ମୂଳକୁ ମାରିବ, ନହେଲେ ନିଜେ ମରିବ । ଗତକାଲି ଏଇ ମର୍ମରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ ସହ ପରାମର୍ଶକୁ ନେଇ ଚର୍ଚ୍ଚା । କାରଣ ଦଶନ୍ଧି ଦଶନ୍ଧି ଧରି ଆତଙ୍କୀଙ୍କୁ ଜନ୍ମ ଦେଇ, ପାଳିପୋଷି ବଢ଼େଇ ଚାଲିଥିବା ପାକିସ୍ତାନ-ଗରିବୀ, ଭୋକ ଓ ଦାରିଦ୍ର୍ୟରେ କେମିତି ସଢୁଛି, ସେ ଦିଗକୁ ପୁଣି ଉଜାଗର କରିଛି ମୋଦିଙ୍କ ଏହି ଚେତାବନୀ ।

Advertisment
Narendra Modi Pakistan Terrorist Outfit
Advertisment
Advertisment